vloger toka

vloger toka Contact information, map and directions, contact form, opening hours, services, ratings, photos, videos and announcements from vloger toka, odisha, Balasore.

10/11/2025

ପିଏମ କିସାନ ପାଉଥିବା ଲୋକଙ୍କ ରାସନ କାର୍ଡ କଟିବ।ଦୁଇ ଏକରରୁ ଅଧିକ ଜମି ଥାଇ କେତେ ଦିନ ଆଉ ଫ୍ରି ଚାଉଳ ପାଇବ।ବଡ ବଡିଆ ରାସନ ଚାଉଳ ହାଟରେ ବିକ୍ରି କରିବ।ଖାଇଲା ବେଳକୁ ଘରେ ବାସୁମତି ଆଣି ଖାଇବ।ସରକାର ତମେ ଗୋଟିଏ ଅନୁରୋଧ ରଖିବ ଗରିବଙ୍କ କଥା ଟିକେ ବୁଝିବ

09/11/2025

ଭୋଟ ଚୋରି ପୁଣି ନେତା ଚୋରି....
ଆଶା କରୁଛି ଏହି କବିତା ଟି ଭଲ ଲାଗିଲେ ଟିକେ ସେୟର କରିବେ

08/11/2025

ଭଲ ଲାଗିଲେ ଟିକେ ସେୟର କରି ଦେବେ

25/10/2025

ନେତା ମନ୍ତ୍ରୀଙ୍କ ବଡ ବଡ ସପନ

14/10/2025

ନବୀନ କୁ ଟପି ଗଲେ ମୋହନ
ଭିଡିଓ ଟି ଭଲ ଲାଗିଲେ ଛୋଟ କମେଣ୍ଟ ଟିଏ କରି ଦେବେ ତମ ରାଣ ରହିଲା 😄

14/10/2025
ବାପା ପୁଅ❤️
11/10/2025

ବାପା ପୁଅ❤️

🙏🙏
10/10/2025

🙏🙏

09/10/2025

ଜେସିବି ଗାଡିର ଭୟ ଖାଲି ଉତ୍ତରପ୍ରଦେଶ ରେ ଥିଲା।ଏବେ ଯାହା ପରିସ୍ଥିତି ହେଲାଣି ଓଡିଶା ରେ ବି କୋକୁଆ ଭୟ।

ଆପଣ କେଉଁ ପୂଜା ମଣ୍ଡପ ବୁଲି ଯାଇ ଥିଲେ କମେଣ୍ଟ କରନ୍ତୁ
04/10/2025

ଆପଣ କେଉଁ ପୂଜା ମଣ୍ଡପ ବୁଲି ଯାଇ ଥିଲେ କମେଣ୍ଟ କରନ୍ତୁ

Address

Odisha
Balasore
756036

Alerts

Be the first to know and let us send you an email when vloger toka posts news and promotions. Your email address will not be used for any other purpose, and you can unsubscribe at any time.

Share