Ranjan Bhai Life

  • Home
  • Ranjan Bhai Life

Ranjan Bhai Life ମୁଁ ଚାଷ କରିବାକୁ ଭଲ ପାଏ । ����

31/08/2026

ବୋହୂଟି ଶାଶୁଘରେ ଓଢ଼ଣା ନଦେଲେ ବଡ଼ମାନଙ୍କ ଅସମ୍ମାନ ହୁଏ, ଆଉ ସେହି ବୋହୂଟି ବାପଘରେ ଓଢ଼ଣା ଦିଏନି ସେ କ’ଣ ତା’ ବାପା-ମା’ଙ୍କୁ ସମ୍ମାନ କରେନି? 🤔

31/08/2026

“ନାରୀ ସୁନ୍ଦର ହେବା ଜରୁରୀ ନୁହେଁ,
ତା’ର ମନ ସୁନ୍ଦର ହେବା ଜରୁରୀ—
କାରଣ ଚେହେରା ବୟସ ସହ ବଦଳେ,
ଚରିତ୍ର ନୁହେଁ।”

31/08/2026

ସମୟ ଆଉ ଶିକ୍ଷକ ଆମକୁ ବହୁତ କିଛି ଶିକ୍ଷା ଦିଅନ୍ତି କିନ୍ତୁ ଫରକ ଖାଲି ଏତିକି ଶିକ୍ଷକ ଶିକ୍ଷା ଦେଇ ପରୀକ୍ଷା କରନ୍ତି ଆଉ ସମୟ ପରୀକ୍ଷା କରି ଶିକ୍ଷା ଦିଏ

31/08/2026

ଜୀବନ ଆମକୁ କନ୍ଦାଏ ନାହିଁ ବରଂ ଆମେ ଯାହାକୁ ଜୀଵନ ଭାବୁ ସେହି ଲୋକମାନେ ହିଁ ଆମକୁ କନ୍ଦେଇଥାନ୍ତି

30/08/2026

ଏଇ ତ ଜୀବନ
ଅନେକ ସାହାଯ୍ୟ ରେ ପ୍ରଶଂସା ମିଳୁ କି ନ ମିଳୁ କିନ୍ତୁ ଗୋଟିଏ ଭୁଲ ରେ ଅନେକ ନିନ୍ଦା ନିଶ୍ଚୟ ମିଳିବ

30/08/2026

ମୋ ଛାତବାଗାନ କେମିତି ଲାଗୁଛି ଟିକେ କହିବେ 🙂

30/08/2026

ଯେଉଁଠି ପ୍ରେମ ଜିତେ ସେଇଠି ପରିବାର ହାରିଯାଏ ଆଉ ଯଉଠି ପରିବାର ଜିତେ ସେଠି ପ୍ରେମ ହାରିଯାଏ ଦୁଇପଟେ କେବଳ ଝିଅ ର ଖୁସି ହିଁ ବଳି ପଡ଼ିଯାଏ

30/08/2026

କିଏ ଜାଣିଥିଲା, କି ଛୋଟ ବେଳେ ମା କୁ ନିଜର ଦୁନିଆ ବୋଲି ଭାବୁଥିବା ପୁଅଟି ବଡ ହେଲେ ସେଇ ମା କୁ ବୋଝ ବୋଲି ଭାବିବ

29/08/2026

ଘର କଳିରେ କେହି ଜିତନ୍ତି ନାହିଁ, କେହି ହାରନ୍ତି ନାହିଁ! କେବଳ ଘରର ସୁଖ, ଶାନ୍ତି ଓ ଖୁସି, ସବୁଦିନ ପାଇଁ ହଜିଯାଏ!

29/08/2026

ଧୋକା ଦେଉଥିବା ବ୍ୟକ୍ତି ଚାଲାକ୍ ନୁହଁ ମୂର୍ଖ ହୋଇଥାଏ ସେ ନିଜ ସ୍ବାର୍ଥ ପାଇଁ ଜଣେ ଭଲ ମଣିଷ କୁ ହରେଇ ଦିଏ

Address


Website

Alerts

Be the first to know and let us send you an email when Ranjan Bhai Life posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ranjan Bhai Life:

Shortcuts

  • Want your business to be the top-listed Food & Beverage Service?

Share