16/07/2026
🌼🙏 ଜୟ ଜଗନ୍ନାଥ 🙏🌼
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ MO KHAIBA EXPRESS ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ❤️
ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଦିଅନ୍ତୁ। ✨
🚚 ସ୍ୱାଦିଷ୍ଟ ଖାଦ୍ୟ • ଦ୍ରୁତ ଡେଲିଭେରି • ଆପଣଙ୍କ ବିଶ୍ୱାସ ଆମର ପରିଚୟ ❤️
📍 Follow us: Mo Khaiba Express🚘🚆
FoodDelivery HappyRathaYatra Odia Festival FastDelivery FoodLovers