17/09/2025
ଯୋଉ ମାନେ Google Gemini AI ସାହାଯ୍ୟ ରେ ଶାଢ଼ୀ ପିନ୍ଧା ଫୋଟୋ ବନେଇକି ଛାଡ଼ୁଛନ୍ତି ତାଙ୍କୁ କେବଳ ଏତିକି କହିବି ଭଉଣୀ ଲୋ ଏଇଟା ଭାରତ ଶାଢ଼ୀ ଆମ ପାରମ୍ପରିକ ପୋଷାକ ତାକୁ ପିନ୍ଧିବା ପାଇଁ ଆମକୁ AI ର ସାହାଯ୍ୟ ନବା କିଛି ଦରକାର ନାହିଁ ।
ଜଦି AI re ବନେଇବା ଅପେକ୍ଷା ନିଜେ ଶାଢ଼ୀ ଟେ ପିନ୍ଧିକି ଫୋଟୋ ଛାଡିବ ବେଶୀ ସୁନ୍ଦର ଦେଖା ଯିବ।