Damayanti's kitchen 11

  • Home
  • Damayanti's kitchen 11

Damayanti's kitchen 11 Sharing delicious, easy recipes
(6)

07/08/2026

ସକାଳୁ ସକାଳୁ ପିଲାଙ୍କ ଟିଫିନ୍ ରେ କଣ ଦେବେ ବୋଲି ଭାବୁଛନ୍ତି କି ?

07/08/2026

କମ୍ ତେଲ ମସଲାରେ ମାତ୍ର ୧୦ ମିନିଟ୍ ରେ ଚଟ୍ ପଟା ଆଳୁ ବନାନ୍ତୁ😋ପାଟିକୁ ଅରୁଚି ଲାଗୁଥିଲେ ବି ୨-୩ ପରଟା ଖାଇଯିବେ😋

କୋଳଥ ଡାଲି କାହାକୁ କାହାକୁ ପସନ୍ଦ ?
06/08/2026

କୋଳଥ ଡାଲି କାହାକୁ କାହାକୁ ପସନ୍ଦ ?

06/08/2026

ପାଟିକୁ ଅରୁଚି ଲାଗୁଥିଲେ କୋଳଥ ଡାଲି ଏମିତି ବନାନ୍ତୁ •• ଭାତ ଡବଲ୍ ଖାଇବେ😋

06/08/2026

ବନେଇବା ସହଜ ହେଲେ•••ଖାଇବାକୁ ବହୁତ ଟେଷ୍ଟି ଲାଗେ😋

01/08/2026

ଶ୍ରାବଣ ମାସରେ ଏମିତି ବନାନ୍ତୁ ଜଳଖିଆ

ଥରେ ଏହି ମସାଲା ଦହି ବାଇଗଣ ଟ୍ରାଏ କରନ୍ତୁ, ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ।ପ୍ରଥମେ ବାଇଗଣକୁ ମୋଟା ମୋଟା ଖଣ୍ଡରେ କାଟନ୍ତୁ। ଏଥିରେ ହଳଦୀ ଗୁ...
31/07/2026

ଥରେ ଏହି ମସାଲା ଦହି ବାଇଗଣ ଟ୍ରାଏ କରନ୍ତୁ, ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ।
ପ୍ରଥମେ ବାଇଗଣକୁ ମୋଟା ମୋଟା ଖଣ୍ଡରେ କାଟନ୍ତୁ। ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଗରମ ମସଲା ଗୁଣ୍ଡ ପକାଇ ଭଲଭାବେ ମିଶାଇ ଭାଜି ନିଅନ୍ତୁ।
ଏବେ କଡ଼େଇରେ ତେଲ ଗରମ କରି ଅଳ୍ପ ଚିନି ପକାନ୍ତୁ। ପରେ କଟା ପିଆଜ ପକାଇ ସୁନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏଥିରେ ୧ ଚାମଚ ବେସନ ପକାଇ କିଛି ସମୟ ଭାଜନ୍ତୁ। ପରେ ୧ ଚାମଚ ଅଦା-ରସୁଣ ବଟା, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ପାଣି ଓ କଞ୍ଚା ଲଙ୍କା ପକାଇ କିଛି ସମୟ ରାନ୍ଧନ୍ତୁ। ଶେଷରେ ଡ୍ରାଇ ରୋଷ୍ଟ କସୁରୀ ମେଥି ଓ ଧନିଆ ପତ୍ର ପକାଇ ମସଲାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ🥰

ଏକ ପାତ୍ରରେ ଦହି ନେଇ ସେଥିରେ ବ୍ଲାକ୍ ସଲ୍ଟ ଓ ଚାଟ୍ ମସଲା ପକାଇ ଭଲଭାବେ ମିଶାନ୍ତୁ। ତା'ପରେ ଥଣ୍ଡା ହୋଇଥିବା ମସଲା ଓ ଭଜା ବାଇଗଣ ପକାଇ ଭଲଭାବେ ମିଶାଇ ନିଅନ୍ତୁ।
ଶେଷରେ କଡ଼େଇରେ ଅଳ୍ପ ତେଲ ଗରମ କରି କଳା ଜିରା, ଶୁଖିଲା ଲଙ୍କା, ହେଙ୍ଗୁ, ଭୃସଙ୍ଗ ପତ୍ର ଓ ଅଳ୍ପ କାଶ୍ମୀରୀ ରେଡ୍ ଚିଲି ପାଉଡର ପକାଇ ସୁଗନ୍ଧିତ ଚୁଙ୍କ ପ୍ରସ୍ତୁତ କରନ୍ତୁ। ଏହି ଚୁଙ୍କକୁ ଦହି ବାଇଗଣ ଉପରେ ପକାଇ ପରିବେଷଣ କରନ୍ତୁ।

31/07/2026

ଏମିତି ପିଠା ଆଗରୁ କେବେ ବନେଇଛନ୍ତି ?

Address


,

Website

Alerts

Be the first to know and let us send you an email when Damayanti's kitchen 11 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed Food & Beverage Service?

Share