Pragnya Bisoi

Pragnya Bisoi Contact information, map and directions, contact form, opening hours, services, ratings, photos, videos and announcements from Pragnya Bisoi, Food service distributor, Khurda.

20/03/2024



Egg burji originated in India
When someone unable to flip fluppy egg omlette properly then he mixed it and it turned in to bhurji 😄😋😋😋 see how intelligent 🧠 🤓🤓🤓
Egg bhurji is one of the favourite dish of mine
I like to eat this version of egg bhurji in roti and pakhala bhata
This potato added egg bhurji is really delicious



ଅଣ୍ଡା ଭୂଜିଆ ଆମର ବଡ଼ ପ୍ରିୟ ଖାଦ୍ୟ ଚାଲନ୍ତୁ ଆଜି ଶିଖିବା ଅଣ୍ଡା ଭୂର୍ଜି ବା ଅଣ୍ଡା ଭୁଜିଆ ବଡ଼ ସ୍ଵାଦିଷ୍ଟ
ରାତି ଭୋଜନ ରେ ହେଉ କି ପଖାଳ ସହ ୱା କି ମଜା

18/03/2024

ଗୁପୁଚୁପ ପାଇଁ ଟେଷ୍ଟୀ ଆଳୁ ମସଲା #ଗୁପଚୁପ #ଆଲୁମାସଲ

17/03/2024

Gupchup Pani

16/03/2024

🍝 ପାସ୍ତା

ଶୁଣିବାକୁ ଓ ଜାଣିବାକୁ କୋଉ ବିଦେଶୀ ଖାଦ୍ୟ ପରି ଲାଗୁଛି
କିନ୍ତୁ ମନଟା ତ ହଉଛି ଖାଇବା ପାଇଁ ଏବେ ସିନା YouTube internet ହେଇଗଲା ହେଲେ ଆଗରୁ ବୋଉ କୁ କହିଲେ ସେ ତା ଏମିତି ବନେଇ ଦଉଥିଲା ପାସ୍ତା ଚଉମିନ ଖୁବ୍ ସ୍ଵାଦିଷ୍ଟ ଲାଗୁଥିଲା ସ୍କୁଲ ଟିଫିନ୍ ବକ୍ସ ରେ ନେଇ ଯାଇ ସାଙ୍ଗକୁ କହୁଥିଲୁ ମୋ ବୋଉ ବଢିଆ ଖାଇବା ଦେଇଛି ଆଜି ଖାଇବା

ସମୟ ନାହିଁ ସେ ସବୁ ର କିନ୍ତୁ ଅନୁଭୂତି ରହିଛି ସେଇ recipe ଆଜିବି ଜୀବନ୍ତ ଆମ ଘର ହାଣ୍ଡିଶାଳ ରେ

ବିଦେଶୀ ଖାଇବାକୁ ଦେଶି ଶୈଳୀ ରେ କରି ଛୁଆଙ୍କୁ ପୃଷ୍ଟିକର ଖାଦ୍ୟ କରି ପରିବେଷଣ କରିବାରେ ବୋଉ ଠୁ ଅଧିଆ ସରି କିଏ ହେବ

ଚାଲନ୍ତୁ ଶିଖିବା ପାସ୍ଟା ମୋ ବୋଉ ଶୈଳୀ ରେ





Don't forget to like my page🙏

13/03/2024

କୁକୁଡ଼ା ଆଳୁ ଝୋଳ

09/03/2024

Mahashivratri

🙏🙏

Send a message to learn more

I've received 200 reactions to my posts in the past 30 days. Thanks for your support. 🙏🤗🎉
06/03/2024

I've received 200 reactions to my posts in the past 30 days. Thanks for your support. 🙏🤗🎉

01/03/2024

Dahibara aloo dum

Address

Khurda

Alerts

Be the first to know and let us send you an email when Pragnya Bisoi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pragnya Bisoi:

Share