RK STORY

Website

RK STORY Please Request FOLLOW ME �����OK

06/10/2026
04/10/2026

😂 ସ୍ୱାମୀ ବାହାରକୁ ଗଲେ… ଏବେ କିଏ ଆସିବ? 😏🤣

#5 Tags:


Description:
ସ୍ୱାମୀ ବାହାରକୁ ଯାଇଛନ୍ତି, ଆଉ ଘରେ ଏକୁଟିଆ ଥିବା ସ୍ତ୍ରୀର ଏହି ମଜାଳିଆ କଥା ଶୁଣିଲେ ହସ ଆସିବ ନିଶ୍ଚୟ! 😂 ଏହା କେବଳ ମନୋରଞ୍ଜନ ପାଇଁ ତିଆରି ଏକ କମେଡି ଭିଡିଓ। ଭିଡିଓଟି ଭଲ ଲାଗିଲେ Like ❤️, Share 🔄 ଏବଂ Follow କରିବାକୁ ଭୁଲନ୍ତୁ ନାହିଁ। 😄

ସୁପ୍ରିମକୋର୍ଟର ଆଇନଜୀବୀ ଡା. ହରିତା ମେହେଟ୍ଟା ଦେଶର ଆଇନ ବ୍ୟବସ୍ଥା ଏବଂ ଦ୍ୱୈତ ନୀତିକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହ...
01/10/2026

ସୁପ୍ରିମକୋର୍ଟର ଆଇନଜୀବୀ ଡା. ହରିତା ମେହେଟ୍ଟା ଦେଶର ଆଇନ ବ୍ୟବସ୍ଥା ଏବଂ ଦ୍ୱୈତ ନୀତିକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ସେ କହିଛନ୍ତି ଯେ ଭାରତରେ ଏକ ଅଦ୍ଭୁତ ବିଡ଼ମ୍ବନା ଦେଖିବାକୁ ମିଳେ— ଯେଉଁଠାରେ ଯାତ୍ରା ସମୟରେ ଜଣେ ୧୦ ବର୍ଷର ଶିଶୁକୁ ବୟସ୍କଙ୍କ ଭଳି ପୂରା ଟିକେଟ୍ ଦେବାକୁ ପଡ଼ୁଥିବା ବେଳେ, ଜଘନ୍ୟ ବଳାତ୍କାର ଭଳି ଅପରାଧ କରୁଥିବା ୧୭ ବର୍ଷର ଅପରାଧୀକୁ ଆଇନ ଆଖିରେ କେବଳ 'ନାବାଳକ' ବିବେଚନା କରାଯାଏ। ଏହି କଥା ଦେଶର ନ୍ୟାୟ ବ୍ୟବସ୍ଥା ଏବଂ ମହିଳା ସୁରକ୍ଷା ଉପରେ ଏକ ଗଭୀର ପ୍ରଶ୍ନ ଚିହ୍ନ ଲଗାଉଛି। ଅପରାଧର ଗମ୍ଭୀରତାକୁ ବିଚାରକୁ ନନେଇ କେବଳ ବୟସ ଆଧାରରେ ଦଣ୍ଡ କୋହଳ କରିବା ସମାଜ ପାଇଁ ବିପଦଜନକ ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି।

ଯେଉଁ ବୟସରେ ଜଣେ ଅପରାଧୀ ଏତେ ବଡ଼ ଜଘନ୍ୟ କାଣ୍ଡ ଘଟାଇବାକୁ ବୁଦ୍ଧି ଖଟାଉଛି, ତାକୁ ନାବାଳକ କହି ଆଇନର ଗଳାବାଟ ଦେଇ ଖସିଯିବାକୁ ଦେବା କେତେ ଦୂର ଯୁକ୍ତିଯୁକ୍ତ? ଏହି ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ କି? ଆପଣଙ୍କ ମତ କଣ?

01/10/2026

17/07/2026

ପୁରୀ ଜଗନ୍ନାଥ ମନ୍ଦିର ବହୁବିକଳ୍ପ ପ୍ରସଙ୍ଗଟି ଦେଖନ୍ତୁ

ଏନ୍ତା banab kai bele coment kara.
04/07/2026

ଏନ୍ତା banab kai bele coment kara.

Address

Komna
766106

Alerts

Be the first to know and let us send you an email when RK STORY posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category