22/03/2025
ପଖାଳ ଦିବସର ସ୍ୱାଦିଷ୍ଟ ଯାତ୍ରା! 😍🍛
ଆଜିର ଏହି ୱ୍ଲଗ୍ରେ ନିଅନ୍ତୁ ଓଡ଼ିଆ ଘରୋଇ ଖାଦ୍ୟର ମଜା! ଆଲୁ ଭଜା, ପୋଟଳ ଭଜା, ଡାହି କାକୁଡି ସଲାଡ୍, ଶାଗ ଭଜା—ସବୁ ମିଶି ଏକ ଅନନ୍ୟ ରୁଚି! 💚✨
ଅପଣଙ୍କ ପଖାଳ ଦିବସ କିପରି ହେଉଛି? Nishi Mohanty Monisha Das Mohanty Rajashree Mohanty କମେଣ୍ଟରେ ଜଣାନ୍ତୁ! 😋👇
📽️ ଅଧିକ ଭଲ ଲାଗିଲେ, ଲାଇକ୍, ଶେୟାର୍ ଏବଂ ସବ୍ସ୍କ୍ରାଇବ୍ କରନ୍ତୁ! ❤️🎥