Jena Babu

Jena Babu 😊 ମୁଁ ଓଡ଼ିଆ ପୁଅ ଜେନା ବାବୁ ☺️
ଆପଣମାନଙ୍କୁ ମୋର ହାଣ୍ଡିଶାଳ କୁ ସ୍ବାଗତ କରୁଛି 🙏
କୁହନ୍ତୁ ଆଜି ଆପଣ କଣ ଖାଇବାକୁ ପସନ୍ଦ କରିବେ ସାଧା ନାଁ ଆମିଷ ।

10/08/2026

😱 ଛୁଇଁ ମାଗୁର ମାଛ ଝାଲ୍ | ଦେଖିଲେ ଭୋକ ଲାଗିଯିବ 🤤 | Drumstick & Catfish Spicy Curry 🔥 | Treditional Odia Recipe

“ଛୋଟ ଛୋଟ ଇଟାରୁ ହିଁ ବଡ଼ ବଡ଼ ଇମାରତ ତିଆରି ହୁଏ!” 🤘😎ଆଜି ଗୋଟିଏ ଛୋଟ ପଦକ୍ଷେପ… କାଲି ଗୋଟିଏ ବଡ଼ ସଫଳତା! 🚀🔥
09/08/2026

“ଛୋଟ ଛୋଟ ଇଟାରୁ ହିଁ ବଡ଼ ବଡ଼ ଇମାରତ ତିଆରି ହୁଏ!” 🤘😎
ଆଜି ଗୋଟିଏ ଛୋଟ ପଦକ୍ଷେପ… କାଲି ଗୋଟିଏ ବଡ଼ ସଫଳତା! 🚀🔥

05/08/2026

🔥 କାଠ ଚୁଲିରେ ପ୍ରସ୍ତୁତ ତାଳ ପୋଡ଼ା ପିଠା | Authentic Odia Village Cooking | Odisha Traditional Cooking

03/08/2026

🌧️ ବର୍ଷା ପାଗରେ ଦେଶୀ ଚିକେନ୍ ଝୋଳ | ଗାଁ ଷ୍ଟାଇଲ୍ ରନ୍ଧା 🍗 | Jena Babu Vlogs

25/07/2026

ଆସୁନ ଟିକେ ଓଦା ହେବା 😍🌧️ | ବାଲେଶ୍ଵର ର ବର୍ଷା ମୁଁ ଆଉ ତମେ 🥹 ଏକା ସାଙ୍ଗରେ...

19/07/2026

DJ Sound Battle 💥 | Heavy Bass DJ Show 2026 😳 | Full Event Vlog On Our YouTube Channel Jena Babu Vlogs 📽️🤘

ଜୟ ଜଗନ୍ନାଥ 🥰🚩🙏
17/07/2026

ଜୟ ଜଗନ୍ନାଥ 🥰🚩🙏

16/07/2026

ହଠାତ୍ ଆସିଲୁ ମାଉସୀ ଘରକୁ 😳

15/07/2026

କାହାକୁ ଭଲ ଲାଗେ ଶେଉଳ ମାଛ

15/07/2026

ହଠାତ୍ କିଏ ଆସିଲେ ଘରକୁ 😳🥲

Address

Odisha
Balasore

Website

Alerts

Be the first to know and let us send you an email when Jena Babu posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share