bulu Patnaik

bulu Patnaik National dal Congress party

05/08/2026

BLO ଙ୍କ ଉପରେ ବିଜେପି କର୍ମୀ ଙ୍କ ଚାପ, ଶହ ଶହ ଯୋଗ୍ୟ ଭୋଟର ଙ୍କ ନାମ କାଟିବାକୁ ଫର୍ମ ୭ ରେ ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ଏହାର ତଦନ୍ତ ହେବା ଦରକାର।

ଭଦ୍ରକ ପୌରପାଳିକା ୨୫ ନମ୍ବର ୱାର୍ଡ ର ଯୁବ ନେତା Fiazuddin Khan ଆଜି ତାଙ୍କୁ କୃତଜ୍ଞତା ଜଣେଇଲେ ଏବଂ ୨୫ ନମ୍ବର ୱାର୍ଡ ପାରିଷଦ ମଧ୍ୟ କୃତଜ୍...
03/08/2026

ଭଦ୍ରକ ପୌରପାଳିକା ୨୫ ନମ୍ବର ୱାର୍ଡ ର ଯୁବ ନେତା Fiazuddin Khan ଆଜି ତାଙ୍କୁ କୃତଜ୍ଞତା ଜଣେଇଲେ ଏବଂ ୨୫ ନମ୍ବର ୱାର୍ଡ ପାରିଷଦ ମଧ୍ୟ କୃତଜ୍ଞତା ଜଣାଇଲେ Sk Sahil Quadry ଆଉ କିଛି କର୍ମି ବନ୍ଧୁ ଥିଲେ କଂଗ୍ରେସ ର
ଅବସର କାର୍ଯ୍ୟକ୍ରମ ......
ଆଜି ଭଦ୍ରକ ପୌରପାଳିକା ର ଲାଲା ବାବୁ ଓରଫ ଲାଲା ଦେବାଶିଷ ରାୟ (Assistant Executive Engineer),
ଆପଣଙ୍କ ନିଷ୍ଠା, ସଚ୍ଚୋଟ ଓ କର୍ମପ୍ରତି ସମର୍ପଣ ସଦା ସ୍ମରଣୀୟ ରହିବ। ଆପଣଙ୍କ ଦୀର୍ଘ କର୍ମଜୀବନ ପାଇଁ ଆମର ହୃଦୟରୁ କୃତଜ୍ଞତା ଓ । ଅବସର ଜୀବନ ଶୁଖ , ଶାନ୍ତି ଆନନ୍ଦରେ ଭରି ରହୁ।

31/07/2026

ସବୁ ପରିସ୍ତିରେ ଆମ ପ୍ରିୟ ନେତା ବୁଲୁ ପଟ୍ଟନାୟକ ଲୋକଙ୍କ ସେବା ରେ

ଭଦ୍ରକ ମାଟିର ଲଢ଼ୁଆ ପୁଅ Fiazuddin Khan ଭାଇଙ୍କୁ* ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎂🎉 ୨୫ ନମ୍ୱର୍ ୱାର୍ଡ ର ଯୁବ ନେତାଭଗବାନଙ...
05/05/2026

ଭଦ୍ରକ ମାଟିର ଲଢ଼ୁଆ ପୁଅ Fiazuddin Khan ଭାଇଙ୍କୁ* ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎂🎉 ୨୫ ନମ୍ୱର୍ ୱାର୍ଡ ର ଯୁବ ନେତା

ଭଗବାନଙ୍କ ଆଶୀର୍ବାଦରୁ ଭାଇ ସୁସ୍ଥ ରୁହନ୍ତୁ, ଦୀର୍ଘାୟୁ ହୁଅନ୍ତୁ ଆଉ ଭଦ୍ରକ ମାଟିର ନାଁ ଆହୁରି ଉଜ୍ଜ୍ୱଳ କରନ୍ତୁ।

୨୫ ନମ୍ୱର୍ ୱାର୍ଡ ଯୁବ ନେତା Fiazuddin ଭାଇ ଆଜି ଦଳ କାର୍ଯ୍ୟ ରେ ଯୋଗ ଦେଲେ
22/04/2026

୨୫ ନମ୍ୱର୍ ୱାର୍ଡ ଯୁବ ନେତା Fiazuddin ଭାଇ ଆଜି ଦଳ କାର୍ଯ୍ୟ ରେ ଯୋଗ ଦେଲେ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।🙏ମାଟି ସହ ଆପଣଙ୍କ ପରିଶ୍ରମ ଓ ସମର୍ପଣ ହିଁ ଆମ ଓ...
20/04/2026

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।🙏

ମାଟି ସହ ଆପଣଙ୍କ ପରିଶ୍ରମ ଓ ସମର୍ପଣ ହିଁ ଆମ ଓଡ଼ିଶାର ଗର୍ବ।
ଏହି ଶୁଭ ଦିନରେ ଆପଣଙ୍କ ଖେତରେ ଭଲ ଫସଲ, ଘରେ ସୁଖ-ସମୃଦ୍ଧି ଓ ଜୀବନରେ ସଫଳତା ଆସୁ — ଏହି ଆନ୍ତରିକ କାମନା। 🙏

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Jamaluddin Khan ସବୁ ବେଳେ ଖୁସୀ ରେ ରୁହନ୍ତୁ ଏତିକି ମୋ ପ୍ରାର୍ଥନା
07/04/2026

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Jamaluddin Khan ସବୁ ବେଳେ ଖୁସୀ ରେ ରୁହନ୍ତୁ ଏତିକି ମୋ ପ୍ରାର୍ଥନା

ରାଜନୀତି ଗୋଟିଏ ଜାଗାରେ ଆଉ ସମ୍ପର୍କ ଗୋଟିଏ ଜାଗାରେ
29/03/2026

ରାଜନୀତି ଗୋଟିଏ ଜାଗାରେ ଆଉ ସମ୍ପର୍କ ଗୋଟିଏ ଜାଗାରେ

Asit Pattnaik 🙏
27/03/2026

Asit Pattnaik 🙏

ଜୟ ଶ୍ରୀରାମ 🚩

ରାମାୟ ରାମ ଭଦ୍ରାୟ ରାମ ଚନ୍ଦ୍ରାୟ ମାନସେ,
ରଘୁନାଥାୟ ନାଥାୟ ସୀତୟା ପତୟେ ନମଃ ।।

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଭଦ୍ରକ ତଥା ଓଡ଼ିଶାର ଅଗଣିତ ଶ୍ରୀରାମ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସତ୍ୟ...
27/03/2026

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଆଗକୁ ବଢ଼ିବାକୁ ଶକ୍ତି ପ୍ରଦାନ କରନ୍ତୁ । ତାଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖମୟ ଓ ଆନନ୍ଦମୟ ହେଉ ।

Address

Bhadrak

Website

Alerts

Be the first to know and let us send you an email when bulu Patnaik posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category