18/08/2026
ବୃଦୟରୁ କିଛି କଥା ଆଖିରେ ଲୁହକୁ ମୋ ପଢ଼ି ତୁ ପାରିଲୁ ନାହିଁ ମୋ ମନର କଥାକୁ ତୁ ବୁଝି ପାରିଲୁ ନାହିଁ ଭଲ ପାଇ ଥିଲି ତତେ ମୋ ଜୀବନଠାରୁ ଅଧିକ ହେଲେ ତୁ ମତେ ପର କରି ଚାଲିଗଲୁ କାହିଁ😔
Very good morning 🌅 fb family 👨👩👧 and followers 🙏