17/03/2026
ଦେଶୀ ମୁଗ ଡାଲି 💚😋😘
ଆଜି ଆମେ ତିଆରି କରିବା ଘରୋଇ ଷ୍ଟାଇଲ୍ ଦେଶୀ ମୁଗ ଡାଲି 🍲
ସରଳ ଉପାୟରେ ଖୁବ ସ୍ୱାଦିଷ୍ଟ ଏବଂ ହେଲ୍ଥି ରେସିପି 😋
ପୁରା ଭିଡିଓଟା ଦେଖନ୍ତୁ ଏବଂ ଆପଣ ମଧ୍ୟ ଘରେ ଚେଷ୍ଟା କରନ୍ତୁ 👍
ଭଲ ଲାଗିଲେ Like ❤️ Share 🔄 ଆଉ Follow କରିବାକୁ ଭୁଲିବେ ନାହିଁ 🙏